କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଭୁବନେଶ୍ୱରର ସତ୍ୟନଗରକୁ ‘କଣ୍ଟେନମେଣ୍ଟ୍ ଜୋନ୍’ ଘୋଷଣା କଲା ବିଏମସି

ଭୁବନେଶ୍ୱର: ସତ୍ୟନଗରକୁ କଣ୍ଟେନମେଣ୍ଟ ଅଞ୍ଚଳ ଭାବେ ଘୋଷଣା କରିଛି ଭୁବନେଶ୍ୱର ମହାନଗର ନିଗମ। ଆଉ ଏହା ପରେ ରାଜଧାନୀର ସତ୍ୟନଗର ଅଞ୍ଚଳକୁ ଏକପ୍ରକାର ସିଲ୍ କରାଯାଇଛି। ମୁଖ୍ୟରାସ୍ତା ସହିତ ସଂଯୁକ୍ତ କରୁଥିବା ରାସ୍ତାଗୁଡ଼ିକୁ ବାରିକେଡ୍ କରାଯାଇ ବନ୍ଦ କରାଯାଇଛି। କରୋନା ସଂକ୍ରମଣ ରୋକିବା ଲାଗି ବିଏମସି ଏଭଳି ପଦକ୍ଷେପ ନେଇଛି। ବିଏମସି ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛିି କି ସତ୍ୟ ନଗର ଅଞ୍ଚଳରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା … Continue reading କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଭୁବନେଶ୍ୱରର ସତ୍ୟନଗରକୁ ‘କଣ୍ଟେନମେଣ୍ଟ୍ ଜୋନ୍’ ଘୋଷଣା କଲା ବିଏମସି